Advertisment

ବୟସ କମାଇବା ଔଷଧ ନେଇଗଲା ଜୀବନ!

ସନ୍ଦେହ ଘେରରେ ଶେଫାଳି ଜରିଓ୍ୱାଲାଙ୍କ ମୃତ୍ୟୁ। ବୟସ କମାଇବା ପାଇଁ ସେବନ କରୁଥିଲେ ଔଷଧ। ହାର୍ଟଆଟାକ ଆସିବା ପଛରେ ଏହା କାରଣ ନୁହେଁ ତ ? ଏମିତି କଇଛି ପ୍ରଶ୍ନ ଏବେ ସୃଷ୍ଟି ହୋଇଛି । ମ୍ୟୁଜିକ ଭିଡିଓ 'କାଣ୍ଟା ଲଗା'ର ଫେମ୍‌ ଆକ୍ଟ୍ରେସ୍‌ ଶେଫାଳି ଜରିୱାଲାଙ୍କ ଶୁକ୍ରବାର ଦେହାନ୍ତ ହୋଇଛି । ମାତ୍ର ୪୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି ।

author-image
Lipsa Mohapatra

Shefali Jariwala Kanta Laga
Advertisment
Advertisment