Advertisment

ଶେଷଯାତ୍ରା ପାଇଁ ବାହାରିଥିଲେ ଉତ୍ତମ

ଆତ୍ମୀୟ ସୋଜଙ୍କ କାନ୍ଧରେ ଶେଷଯାତ୍ରା ପାଇଁ ବାହାରିଥିଲେ ଉତ୍ତମ। ଘର ଅଗଣାରୁ ନିଜ ମନର ମଣିଷକୁ ଶେଷଥର ପାଇଁ ଦେଖୁଥିଲେ ଅପରାଜିତା।

author-image
Santosh Kumar Sahoo

ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ, ଆଜି ମନେ ପଡ଼ିଯାଉଛି ଏଇ ଗୀତ। କୋହରେ ଫାଟି ଯାଉଛି ଛାତି। ଆଉ ଲୁହରେ ଭରି ଯାଉଛି ଆଖି। ଧରା ପୃଷ୍ଠରେ ନିଜ ଅଭିନୟ ସାରି ବାହୁଡି ଯାଇଛନ୍ତି ଓଡ଼ିଆ ସିନେ ଜଗତର ଦଣ୍ଡା ବାଳୁଙ୍ଗା। ପୁଅ ବାବୁସାନଙ୍କ ମୁଖାଗ୍ନିରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତି। ବିରାଟ ଶୋଭାଯାତ୍ରାରେ ଆଣି ଭୁବନେଶ୍ୱର ସତ୍ୟ ନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି।

Advertisment
Uttam Mohanty Ollywood
Advertisment
Advertisment