ହାଏ କହିଲେ ପ୍ରିୟଙ୍କା
କୋରାପୁଟ୍ରେ ଦେଶୀ ଗାର୍ଲ। ତଳ ମାଳିରେ ଲାଇଟ-କ୍ୟମେରା ଆଣ୍ଡ ଆକ୍ସନ। ବୁଲିଛି ମାଳମାଳ ଭ୍ୟାନିଟି ଭ୍ୟାନ୍। ପୁଷ୍ପା-ଟୁ' ପରେ ଦକ୍ଷିଣ ଓଡ଼ିଶାରେ ଆଉ ଏକ ହାଇ ବଜେଟ୍ ତେଲଗୁ ଫିଲ୍ମର ମେକିଂ। ପାହାଡ ପାଦ ଦେଶରେ ଆରମ୍ଭ ହୋଇଗଲାଣି ସୁଟିଂ। ଫେମସ୍ ପ୍ରଡ୍ୟୁସର ଡିରେକ୍ଟର ରାଜା ମୌଲିଙ୍କ ଅପ୍କମିଂ ପ୍ରୋଜେକ୍ଟ ପାଇଁ ଓଡ଼ିଶାରେ ପ୍ରିୟଙ୍କା ଚୋପ୍ରା। ସେମିଳିଗୁଡ଼ାର ପହଞ୍ଚିବା ପରେ କଡ଼ା ସୁରକ୍ଷା ଭିତରେ ସେ ସୁଟିଂକୁ ସେଟ୍କୁ ଯାଇଛନ୍ତି। ଏଥିପାଇଁ ହୋଟେଲ ନିକଟରେ ଜମିଛି ଲୋକଙ୍କ ଭିଡ଼। ତାଙ୍କର ଗୋଟିଏ ଝଲକ୍ ପାଇବା ପାଇଁ ଧାଇଁ ଆସିଛନ୍ତି ଫ୍ୟାନ୍। ଆଉ ଫ୍ୟାନ୍ଙ୍କ ବି ଖୁସି କରିବାକୁ ଭୁଲି ନାହାନ୍ତି ଦେଶୀ ଗାର୍ଲ। ହାତ ହଲାଇ ଜଣାଇଛନ୍ତି ଅଭିବାଦନ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)