Piyush to Rejoin Singhabahini
ସବୁ ଚର୍ଚ୍ଚା ଆଲୋଚନାରେ ଯବନିକା ପକାଇ ସିଂହବାହିନୀ ମାଲିକ ସଂଜୀବ ପାଢ଼ୀଙ୍କ ସହ ୫ ବର୍ଷିୟା ଚୁକ୍ତି କରିଥିବା ସ୍ପଷ୍ଟ କରିଛନ୍ତି ଯାତ୍ରା ସୁପର୍ ଷ୍ଟାର୍ ପୀୟୂଷ ତ୍ରିପାଠୀ। ଆଜି ସାମ୍ବାଦିକ ସମ୍ମିଳନୀ କରି ପୀୟୂଷ କହିଛନ୍ତି, ବର୍ଷେ ଯାଏଁ କୁଆଡ଼େ ଯିବିନି। ଯଦି ଯିବି ୨୦୨୬ରୁ ୨୦୩୦ ଯାଏଁ ସିଂହବାହିନୀରେ ରହିବି। ବଡ଼ ପ୍ରଶ୍ନ, ଯେଉଁ ସୂର୍ଯ୍ୟ ମନ୍ଦିର ଅପେରା ମାଲିକଙ୍କ ସହ ୨ ବର୍ଷିୟା ଚୁକ୍ତି କରିଥିଲେ ପୀୟୂଷ, ଏବେ ତାର ମାଲିକ ପ୍ରମୋଦ ସ୍ବାଇଁ କ'ଣ କରିବେ?
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)