Piyush Tripathy
ଟଙ୍କା ଫେରାଇଦେଲେ, ଯାତ୍ରା ମଞ୍ଚରୁ ନିଜକୁ ଦୂରେଇ ରଖିଲେ। ଯାତ୍ରା ପାର୍ଟି ମାଲିକ ଓ ଅଭିନେତା ପୀୟୁଷ ତ୍ରିପାଠୀ ମଧ୍ୟରେ ଲାଗିରହିଥିବା ବିବାଦ ଭିତରେ ଆଜି ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି। ଭୁବନେଶ୍ବର ସତ୍ୟନଗରର ଏକ ହୋଟେଲରେ ଆଜି ଦିନତମାମ ବସିଥିଲା ଘନ ଘନ ବୈଠକ। ଆଉ ଶେଷରେ ଚୁକ୍ତି ମୁତାବକ ୨ଟି ଯାତ୍ରା ମାଲିକଙ୍କୁ ହାଇପେଡ୍ ଆର୍ଟିଷ୍ଟ ପୀୟୁଷ କୋଟିଏ ୧୫ ଲକ୍ଷ ଟଙ୍କା ଫେରାଇଛନ୍ତି। ଅର୍ଥାତ ଏହି ବର୍ଷକ ପାଇଁ ନା ଯାତ୍ରାପାର୍ଟି ସୂର୍ଯ୍ୟମନ୍ଦିର ନା ସିଂହବାହିନୀ, କୌଣସି ମଞ୍ଚିରେ ଦେଖିବାକୁ ମିଳିବନି ପୀୟୁଷଙ୍କୁ। ଫଳରେ ନିରାଶ ହେବାକୁ ପଡ଼ିବ ପୀୟୁଷଙ୍କ ଫ୍ୟାନଙ୍କୁ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)