Advertisment

ଆଉ ନାହାନ୍ତି ପବିତ୍ର ରିସ୍ତା ଅଭିନେତ୍ରୀ

ଚମତ୍କାର ଅଭିନୟ। ଆକର୍ଷଣୀୟ ଚେହେରା । ଉତ୍କୃଷ୍ଟ ସ୍କ୍ରିନ୍‌ ପ୍ରେଜେଣ୍ଟିଂ। ଘରେ ଘରେ ତାଙ୍କୁ କରିଥିଲା ପରିଚିତ। ଯିଏ ତାଙ୍କ ଅଭିନୟ ଦେଖୁଥିଲା ସିଏ ପ୍ରଶଂସା କରୁଥିଲା। କେହି ବି ଖୁଣି ପାରୁନଥିଲେ। ପ୍ରତିଟି ସିରିଏଲ୍ ତାଙ୍କୁ ନେବା ପାଇଁ ପ୍ରଯୋଜକଙ୍କ ଲାଗୁଥିଲା ଲମ୍ବା ଲାଇନ୍‌।

author-image
Manasranjan Mohanty