Advertisment

ଭୟରେ ଥରୁଛନ୍ତି ହାସ୍ୟ ଅଭିନେତା ନରି ପଣ୍ଡା, ରାତିଅଧରେ କଲେ ଅନଲାଇନ୍ FIR

ଭୟରେ ଥରୁଛନ୍ତି ହାସ୍ୟ ଅଭିନେତା ନରି ପଣ୍ଡା। ଜୀବନରୁ ମାରିଦେବାକୁ ଧମକ ମିଳିଥିବା ନେଇ କଲେ ସାଂଘାତିକ ଅଭିଯୋଗ। ସୁରକ୍ଷା ପାଇଁ ରାତିଅଧରେ କଲେ ଅନଲାଇନ୍ FIR ।

author-image
Namita Biswal
ଅଦ୍ୟତନ ହୋଇଛି

ଭୟରେ ଥରୁଛନ୍ତି ହାସ୍ୟ ଅଭିନେତା ନରି ପଣ୍ଡା । ଜୀବନରୁ ମାରିଦେବାକୁ ଧମକ ମିଳିଥିବା ନେଇ କଲେ ସାଂଘାତିକ ଅଭିଯୋଗ । ସୁରକ୍ଷା ପାଇଁ ରାତିଅଧରେ କଲେ ଅନଲାଇନ୍ FIR । ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ତୁଳସୀ ଗଣନାଟ୍ୟ ମାଲିକଙ୍କ ମାଡ ଘଟଣା ନେଲା ନୂଆ ମୋଡ଼ । ତୁଳସୀ ଗଣନାଟ୍ୟ ମାଲିକଙ୍କ ବିରୋଧରେ ଅଭିଯୋଗ କଲେ ତାଙ୍କୁ ଜୀବନରୁ ମାରିଦେବାକୁ ମିଳୁଛି ଧମକ। ତେଣୁ ବିଳମ୍ବିତ ରାତିରେ Onlineରେ ଦେଲେ ଏତଲା ଦେଲେ ନରୀ ପଣ୍ଡା । ଏହାସହ ସେ ଯେଉଁ ସମୟରେ ତୁଳସୀ ମାଲିକଙ୍କୁ ଭେଟିଥିଲେ ସେହି ସମୟ ସିସିଟିଭି ଫୁଟେଜ ସାର୍ବଜନୀନ କରନ୍ତୁ ବୋଲି କହିଛନ୍ତି।

Advertisment
Physical Assault Jatra Artist Jollywood
Advertisment
Advertisment