କୋକୁଆର ଛାତିଥରା କାହାଣୀ
ଅନ୍ଧବିଶ୍ୱାସର କାହାଣୀ ନିଏ ବାସ୍ତବ ରୂପ। ଘଞ୍ଚ ଜଙ୍ଗଲରେ ଦାଦା ପୁରୁଷଙ୍କ ସଂଘର୍ଷ। ଶେଷରେ ଝରଣା ପାଖରେ ଗଡ଼େ ୨ଟି ମୁଣ୍ଡ। ଏ କାହାଣୀ ଆସନ୍ତା ମେ' ୧୬ ତାରିଖରେ ତରଙ୍ଗ ପ୍ଲସ୍ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଥିବା ସର୍ଟ ଫିଲ୍ମ 'କୋକୁଆ'ର । 'ନୂଆ ସିନେମା ପ୍ରଡକ୍ସନ' ବ୍ୟାନରରେ ପ୍ରସ୍ତୁତ 'କୋକୁଆ' ଏକ ଥ୍ରୀଲର ଫିଲ୍ମ । ଏହାର ନିର୍ଦ୍ଦେଶନା ଓ ପ୍ରଯୋଜନା କରିଛନ୍ତି ଯୁବ ନିର୍ଦ୍ଦେଶକ ସୌମ୍ୟ ରଞ୍ଜନ ରାଣା । କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱରେ ସମୀର ରଞ୍ଜନ ରାଣା ଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସାଇଚରଣ । ଲଳିତ ପୂଜାରୀ ଓ ଶ୍ରୀନିବାସ ମିଶ୍ରଙ୍କ ଅଭିନୀତ ଏହି ଫିଲ୍ମ ଆଦିବାସୀ ଅଧ୍ୟୁଷିତ ଗ୍ରାମ୍ୟ ପୃଷ୍ଠଭୂମି ଉପରେ ଆଧାରିତ ଏବଂ ସସପେନ୍ସରେ ଭରପୂର । ପୂର୍ବରୁ ଏହାର ପ୍ରୋମୋ ରିଲିଜ୍ ହୋଇଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)