Advertisment

ସେଲଫି ଦେଲେନି, ଧକ୍କା ମାରିଲେ

ରାଗିଗଲେ ଜୟା ବଚ୍ଚନ। ସେଲଫି ନେବାକୁ ଉଦ୍ୟମ କରୁଥିବା ଫ୍ୟାନ ଉପରେ ଝାଡ଼ିଲେ ରାଗ ବର୍ଷୀୟାନ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ। ସେଲଫି ଦେଲେନି, ଧକ୍କା ମାରିଲେ। ହାତରେ ଠେଲିଦେଲେ ଜୟା।

author-image
Manasranjan Mohanty