Nandu Babu
ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ବା ନାଣ୍ଡୁ ବାବୁଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଅଭିନେତ୍ରୀ ପୂଜା । ନାଣ୍ଡୁ ବାବୁ କୁଆଡେ ତାଙ୍କୁ ହଇରାଣ ହରକତ କରିଥିବାର ଅଭିଯୋଗ ଆଣିଛନ୍ତି । ନାଣ୍ଡୁ ବାବୁ ତାଙ୍କୁ ଶାରିରୀକ ସମ୍ପର୍କ ରଖିବା ପାଇଁ କହିଥିବା ଅଭିଯୋଗ କରିବା ସହ ଅଭିନେତ୍ରୀ ସୋନାଲି ପଣ୍ଡା ନାଣ୍ଡୁ ବାବୁଙ୍କ ଝିଅ ନୁହଁନ୍ତି ଦ୍ୱିତୀୟ ସ୍ତ୍ରୀ ବୋଲି ସଂଗୀନ ଆରୋପ ଲଗାଇଛନ୍ତି ପୂଜା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)