Jatra Controversy
ଯାତ୍ରା ଅଭିନେତା ପୀୟୂଷଙ୍କୁ ନେଇ ଜଲିଉଡରେ ପୁଣି ନୂଆ ତାମସା। ମାଲିକ ସଂଘ ବର୍ଷେ ବିଶ୍ରାମ ଦେଇଥିବା ପୀୟୂଷଙ୍କୁ ପୁଣି ୫ ବର୍ଷ ପାଇଁ ନେବେ ବୋଲି ସିଂହବାହିନୀ ମାଲିକଙ୍କ ଘୋଷଣା ପରେ ମାଲିକ ସଂଘରେ ଫାଟ। ମୁହାଁମୁହିଁ ହୋଇଛନ୍ତି ସିଂହବାହିନୀ ମାଲିକ ଓ ସୂର୍ଯ୍ୟମନ୍ଦିର ମାଲିକ। ସୂର୍ଯ୍ୟମନ୍ଦିର ମାଲିକଙ୍କ ଧମକ ଯଦି ପୀୟୂଷ ମଞ୍ଚ ଚଢ଼ନ୍ତି ତାହେଲେ ପରିଣତି ଭଲ ହେବନି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)