Sonali Panda Controversy
ମା’ ତୁ ମତେ ଜନ୍ମ ଦେଇଛୁ ସତ... କିନ୍ତୁ ମୋ କର୍ମ ମୋ ଭାଗ୍ୟକୁ ନେଇ ବଞ୍ଚୁଛି... ଏହାର ବିଚାର ଧର୍ମ ହିଁ କରୁଛି...। ଆପଣ ଦେଖୁଥିବା ଏ ଭିଡିଓ ଜଣେ ୧୦ ବର୍ଷ ପୁଅର । ବୟସ ସିନା ଅଳ୍ପ କିନ୍ତୁ ତା’ କଥା ଶୁଣିଲେ ଲାଗୁଛି ଦୁନିଆକୁ ବେଶ ଭଲ ଭାବେ ବୁଝୁଛି ସେ । ଆଉ ସେଥିପାଇଁ ତ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଭିଡିଓ ବନାଇ ମା' ପାଇଁ ଥିବା ଭଲ ପାଇବାକୁ ଦେଖାଉଛି । ଏ ହେଉଛି ତୁଳସୀ ଗଣନାଟ୍ୟର ଅଭିନେତ୍ରୀ ସୋନାଲି ଓ ଯାତ୍ରାର ପୂର୍ବତନ ମେସ ଇଞ୍ଚଚାର୍ଜ ଶ୍ରୀକ୍ଷେତ୍ରଙ୍କ ପୁଅ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)