Advertisment

ନାଣ୍ଡୁ ବାବୁ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଯାତ୍ରା ଅଭିନେତ୍ରୀ

ନାଣ୍ଡୁ ବାବୁ ନାଁରେ ଯାତ୍ରୀ ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀଙ୍କ ସାଂଘାତିକ ଅଭିଯୋଗ । କହିଲେ, ''ନାଣ୍ଡୁ ବାବୁ ମୋତେ କହିଲେ ତୁ ଯାତ୍ରା ନକରି ସେଠି ପାଲା ଚଲେଇଛୁ । ତୋତେ ବାଡ଼େଇଛନ୍ତି ଠିକ୍ କରିଛନ୍ତି । ତୋତେ ଲୋକ ଲଗେଇ ମାରିବି ତୋ ଗାଡ଼ି ଭାଙ୍ଗିବି, କମିଟି ଲୋକ ଲଗେଇ ତୋତେ ରେପ୍ କରିବି ।''

author-image
Namita Biswal
ଅଦ୍ୟତନ ହୋଇଛି

ନାଣ୍ଡୁ ବାବୁ ନାଁରେ ଯାତ୍ରୀ ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀଙ୍କ ସାଂଘାତିକ ଅଭିଯୋଗ । ସେ ଅଭିଯୋଗ କରିଛନ୍ତି, ''ନାଣ୍ଡୁ ବାବୁ ମୋ କଥା କଣ ଶୁଣିବେ ଓଲଟା ମୋତେ କହିଲେ ତୁ ଯାତ୍ରା ନକରି ସେଠି ପାଲା ଚଲେଇଛୁ । ତୋତେ ବାଡ଼େଇଛନ୍ତି ଠିକ୍ କରିଛନ୍ତି । ତୋତେ ଲୋକ ଲଗେଇ ମାରିବି ତୋ ଗାଡ଼ି ଭାଙ୍ଗିବି, କମିଟି ଲୋକ ଲଗେଇ ତୋତେ ରେପ୍ କରିବି । ତୁ ମୋର କଣ କରିବା କଥା କର ।''  

Advertisment
Jollywood Jatra Actress
Advertisment
Advertisment