Advertisment

ଏ କେମିତିକା ଡିଜିଟାଲ ସ୍ନାନ, ଧୋଇଗଲା ପାପ ?

ଡିଜିଟାଲ ସ୍ନାନ, ପ୍ରୟାଗରାଜରୁ ଭିଡିଓ ହେଉଛି ଭାଇରାଲ । ଗ୍ଲୋବାଲ ସେଲିବ୍ରିଟିଙ୍କ ଲୋକାଲ୍ ରିଚୁଆଲସ୍ । ସଙ୍ଗମ ସ୍ଥଳରେ ଆମେରିକୀୟ ଅଭିନେତ୍ରୀ ସିଡ୍‌ନେ ସ୍ୱିନେଙ୍କ ଫଟୋକୁ ବୁଡାଉଛନ୍ତି ଦୀପକ ଗୋଏଲ । ଯାହାକୁ ଡିଜିଟାଲ ସ୍ନାନ କୁହାଯାଉଛି । ପ୍ରୟାଗରାଜର ଏ ଭିଡିଓ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ଭିଡିଓକୁ ମିଳିଛି ମିଲିୟନ ମିଲିୟନ ଭ୍ୟୁ

author-image
Manasranjan Mohanty