Advertisment

Jollywood Controversy: ମାଲିକଙ୍କୁ କଳାକାରଙ୍କ ଚେତାବନୀ, ବ୍ୟାନ ନହଟିଲେ ଯାତ୍ରା ବନ୍ଦ

ମାଲିକଙ୍କୁ କଳାକାରଙ୍କ ଚେତାବନୀ । ବ୍ୟାନ ନହଟିଲେ ଯାତ୍ରା ବନ୍ଦ । ମାଲିକ ଓ କଳାକାର ପରସ୍ପର ପରିପୂରକ । ନରି ପଣ୍ଡା, ପ୍ରତାପ ମହାନ୍ତି ଓ ନମିତା ଭୂୟାଁଙ୍କ ଉପରୁ ବ୍ୟାନ ହଟାଅ ।

author-image
Namita Biswal
ଅଦ୍ୟତନ ହୋଇଛି

ମାଲିକଙ୍କୁ କଳାକାରଙ୍କ ଚେତାବନୀ । ବ୍ୟାନ ନହଟିଲେ ଯାତ୍ରା ବନ୍ଦ । ମାଲିକ ଓ କଳାକାର ପରସ୍ପର ପରିପୂରକ । ନରି ପଣ୍ଡା , ପ୍ରତାପ ମହାନ୍ତି ଓ ନମିତା ଭୂୟାଁଙ୍କ ଉପରୁ ବ୍ୟାନ ହଟାଅ । ଯାତ୍ରା ବିବାଦର ସମାଧାନ ପାଇଁ କଳାକାର ସଂଘର ବୈଠକରେ ଏମିତି କିଛି ନିଷ୍ପତ୍ତି ନିଆଯାଇଛି। ମାଲିକମାନଙ୍କ ସହ ବୁଝାମଣା ପାଇଁ ଆଉ ଥରେ ଆଲୋଚନା କରିବୁ । ଯଦି ନ ଶୁଣନ୍ତି ତେବେ ମୁହଁରେ ଆଉ ପାଉଡର ଲଗାଇବୁନି ବୋଲି ମାଲିକମାନଙ୍କୁ ଚେତାବନୀ ଦେଇଛନ୍ତି କଳାକାର । 

Advertisment
Jatra Artistes Jollywood Odia Jatra
Advertisment
Advertisment