Amitabh Bachchan With Aradhya
ବିଗ୍ ବି ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ବଚ୍ଚନ(Aaradhya Bachchan)ଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟ(Delhi High Court)ରେ ଏକ ପିଟିସନ ଦାୟର ହୋଇଛି। ଅଭିଯୋଗ ଆଣି ୧୧ ବର୍ଷୀୟା ଆରାଧ୍ୟା କୋର୍ଟଙ୍କ ଦ୍ୱାରସ୍ଥ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏକ ମିଥ୍ୟା ଖବର ଘଟଣାରେ ବଚ୍ଚନ ପରିବାର ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର କରାଯାଇଛି। ଏହି ଖବରରେ ଆରାଧ୍ୟାଙ୍କ ଲାଇଫ୍ ଷ୍ଟାଇଲ୍ ଓ ସ୍ୱାସ୍ଥ୍ୟକୁ ନେଇ ଭୁଲ୍ ତଥ୍ୟ ଦିଆଯାଇଥିଲା। ଯାହାକୁ ନେଇ ବଚ୍ଚନ ପରିବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)