Advertisment

ପୁଣି ବିବାଦରେ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ

ପୁଣି ବିବାଦରେ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ। ତୁଳସୀ ଗଣନାଟ୍ୟର ପୂର୍ବତନ ଅଭିନେତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ। ନାଣ୍ଡୁଙ୍କ ବିରୋଧରେ ମୁହଁ ଖୋଲିଲେ ପୂର୍ବତନ ଅଭିନେତ୍ରୀ ପୂଜା। ଶାରୀରିକ ସଂପର୍କ ରଖିବାକୁ ନାଣ୍ଡୁ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ଅଭିନେତ୍ରୀ ପୂଜା।

author-image
Sujit kumar Swain

Odia Jatra
Advertisment
Advertisment