Advertisment

ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ କରୁଥିଲେ ସାବଧାନ

ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ କରୁଥିଲେ ସାବଧାନ ! ଧରାପଡ଼ିଯିବ କିଏ କେଉଁଠୁ କରିଛି ପେପର୍ ଲିକ୍ । ସିରିଏଲ୍ ନମ୍ୱର, ୱାଟରମାର୍କ, QR କୋଡ୍ । ପେପର୍ ଲିକ୍ ରୋକିବାକୁ ବୋର୍ଡର ବଡ଼ ପଦକ୍ଷେପ ।

author-image
Santosh Kumar Sahoo

ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ରୋକିବ QR କୋଡ୍ ଓ ୱାଟର ମାର୍କ । ଫେବ୍ରୁଆରୀ ୨୧ରୁ ଦଶମ ପରୀକ୍ଷା ଆରମ୍ଭ ହେଉଥିବା ବେଳେ, ଏଥିପାଇଁ କେତେକ ହାଇଫାଇ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବ ମାଧ୍ୟମିକ ଶିକ୍ଷା ପରିଷଦ । ଆସନ୍ତା ୧୭ରେ ହେବାକୁ ଥିବା ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ଟ୍ରାଏଲ୍ ବେସିସରେ ଏହି ବ୍ୟବସ୍ଥା ଲାଗୁ ସହ, ପ୍ରଶ୍ନପତ୍ର ବାକ୍ସରେ ଡିଜିଟାଲ୍ ତାଲା ପକାଇବାକୁ ନିଷ୍ପତ୍ତି ନେଇଛି ବୋର୍ଡ ।

Advertisment
Cuttack Matric Exam Question Paper Leak
Advertisment
Advertisment