ରାଜଧାନୀ ଭୁବନେଶ୍ବରରେ ଚାଲିଛି ଡମି ସ୍କୁଲ । ଓଟିଭି କ୍ୟାମେରାରେ କଏଦ ହୋଇଛି ଏହାର ସତ । ମାଟ୍ରିକ ପରେ ପିଲାଙ୍କୁ ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ସ୍କୁଲ ନପଠାଇ କୋଚିଂ ସେଣ୍ଟରରେ ଆଡମିଶନ କରାଯାଉଛି । ଯେଉଁଠି ଚାଲୁଛି ଡମି ସ୍କୁଲ । କେବଳ ପରୀକ୍ଷା ବେଳେ ସ୍କୁଲ ମୁହଁ ଦେଖୁଛନ୍ତି ଛାତ୍ରଛାତ୍ରୀ ।
Published By: Sujit kumar Swain
Last updated: 03 August 2024, 09:23 PM IST
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ୍-OSSC ଅଧ୍ୟକ୍ଷଙ୍କୁ ଭେଟି ଗତକାଲି ହୋଇଥିବା ଏଗଜାମ୍ ବାତିଲ ପାଇଁ ଦାବି ଜଣାଇଛନ୍ତି ଆଶାୟୀ। ଏକ୍ସାଇଜ୍ ଏବଂ ଟ୍ରାଫିକ୍ ସବ୍-ଇନିସପେକ୍ଟର ପରୀକ୍ଷାରେ ସାଂଘାତିକ ତ୍ରୁଟି ପରେ ଆଜି କମିଶନଙ୍କ ଅଫିସ୍ ଆଗରେ ପହଞ୍ଚିଥିଲେ ପରୀକ୍ଷାର୍ଥୀ।