CBSE To Hold 2 Board Exams a Year
ବର୍ଷକୁ ଦୁଇଥର ସିବିଏସ୍ଇ ଦଶମ ପରୀକ୍ଷା
ଆସନ୍ତାବର୍ଷଠୁ ଗୋଟିଏ ଶିକ୍ଷା ବର୍ଷରେ ଦୁଇଟି ବୋର୍ଡ ପରୀକ୍ଷା ଦେଇପାରିବେ ସିବିଏସଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ଜାତୀୟ ଶିକ୍ଷାନୀତି ଅନୁଯାୟୀ ବୋର୍ଡ ଏହି ନିଷ୍ପତ୍ତି ନେଇଥିବାବେଳେ ସବୁ ମହଲରୁ ଏହାକୁ ସ୍ୱାଗତ କରାଯାଇଛି । ତେବେ ଏଭଳି ଦୁଇଟି ବୋର୍ଡ ପରୀକ୍ଷା ବ୍ୟବସ୍ଥା ଆମ ମାଟ୍ରିକ୍ ପରୀକ୍ଷାରେ ଲାଗୁ ହେବ କି, ତାକୁ ନେଇ ପ୍ରଶ୍ନ ଉଠିଥିଲା ବେଳେ, ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସିବିଏସଇ ବ୍ୟବସ୍ଥାରୁ ସୁଫଳ ମିଳିଲେ, ଏ ବାବଦରେ ନିଆଯାଇପାରେ ନିଷ୍ପତ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)