Advertisment

ଆଗକୁ ଦଶମ ଓ ଦ୍ବାଦଶରେ ୨ଟି ବୋର୍ଡ ପରୀକ୍ଷା ।

ବର୍ଷକୁ ଆଉ ଥରେ ନୁହେଁ ଦୁଇ ଥର ହେବ ଦଶମ ଓ ଦ୍ବାଦଶ ଶ୍ରେଣୀରେ ବୋର୍ଡ ପରୀକ୍ଷା ।

author-image
Satyendu Shekher Mishra

ଆଗକୁ ଦଶମ ଓ ଦ୍ବାଦଶରେ ୨ଟି ବୋର୍ଡ ପରୀକ୍ଷା । ଦୁଇଟି ପରୀକ୍ଷା ରେଜଲ୍ଟରୁ ଶ୍ରେଷ୍ଠକୁ ବିଚାରକୁ ନିଆଯିବ । ଆସନ୍ତା ଶିକ୍ଷାବର୍ଷରୁ ଲାଗୁ କରିବାକୁ ଘୋଷଣା । ତର୍ଜମା ପରେ ରାଜ୍ୟରେ ଲାଗୁ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ ।  

Advertisment
Board Exam
Advertisment
Advertisment