Advertisment

ପାଠପଢାରୁ ବଞ୍ଚିତ ହେବେ କି ଆର୍ଥିକ ଅନଗ୍ରସର ପିଲା ?

ଘରୋଇ ସ୍କୁଲଗୁଡ଼ିକରେ ମାଗଣାରେ ଆର୍ଥିକ ଅନଗ୍ରସର ପିଲାଙ୍କୁ ପାଠପଢାରୁ ବଞ୍ଚିତ ପାଇଁ ହେଉଛି କି ବିଧିବଦ୍ଧ ଫନ୍ଦି? କାହିଁକି ନା ପାରଦର୍ଶୀ ପୋର୍ଟାଲରେ ପଞ୍ଜୀକରଣ ପ୍ରକ୍ରିୟା ବିଳମ୍ବ ଯୋଗୁଁ ନାମଲେଖାରୁ ବଂଚିତ ହୋଇପାରନ୍ତି ଶହ ଶହ ଗରିବ ପିଲା। ରେଜିଷ୍ଟ୍ରେସନ ପାଇଁ ଘରୋଇ ସ୍କୁଲକୁ ଅଧିକ ସମୟ ଏବଂ ଆବେଦନ ପାଇଁ ପିଲାଙ୍କୁ କମ୍ ସମୟ ଦେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଅଭିଭାବକ ମହାସଂଘ।

author-image
Sujit kumar Swain

Private School Private Schools
Advertisment
Advertisment