Advertisment

କାଲି ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ

କାଲି ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ । ଆସନ୍ତାକାଲି ଅପରାହ୍ଣ ୪ଟାରେ ଆସିବ ରେଜଲ୍ଟ । ଏକାସଙ୍ଗେ ପ୍ରକାଶ ପାଇବ କଳା, ବାଣିଜ୍ୟ ଓ ବିଜ୍ଞାନ ଫଳ ।

author-image
Santosh Kumar Sahoo

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ । ଆସନ୍ତାକାଲି ଅପରାହ୍ଣ ୪ଟାରେ ଆସିବ ରେଜଲ୍ଟ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ- CHSE ପକ୍ଷରୁ ସୂଚନା ଦିଆଯାଇଛ ।ଏକସଙ୍ଗେ ଯୁକ୍ତ ଦୁଇର କଳା, ବାଣିଜ୍ୟ ଓ ବିଜ୍ଞାନ ଫଳ ପ୍ରକାଶ ପାଇବ । ଚଳିତବର୍ଷ ରାଜ୍ୟରେ ୩ ଲକ୍ଷ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି ।

Advertisment
Odisha CHSE Plus Two Result
Advertisment
Advertisment