Woman Kills Husband
ନବବଧୂର ନରହନ୍ତା ରୂପ । ବିବାହର ୨ ସପ୍ତାହରେ ସ୍ବାମୀକୁ କଲା ହତ୍ୟା । ପ୍ରେମିକ ସହ ହୋଲି ଖେଳିଲା । ସ୍ବାମୀକୁ ମାରି ବୟଫ୍ରେଣ୍ଡ ସହ ବୁଲିଲା । ଏଭଳି ଏକ ନହନ୍ତା ପିଶାଚିନୀ ଥିଲା ନବବଧୂ ପ୍ରଗତି । ବାହାଘରର ମାତ୍ର ୧୫ ଦିନରେ ସବୁ କିଛି ଛାରୋଖାର କରିଦେଲା । ନିଜ ମଥାରୁ ନିଜେ ସିନ୍ଦୂର ପୋଛିଲା । ଆଉ ଉଜାଡ଼ି ଦେଲା ଗୋଟେ ହସଖୁସିର ପରିବାର । ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିବା ପରେ ରାକ୍ଷସୀ ପ୍ରଗତିର ନଥିଲା ଟିକିଏ ଅନୁତାପ । ପ୍ରେମିକରେ ପ୍ରେମରେ ଏମିତି ବୁଡ଼ି ରହିଥିଲା, ସେ କିଛି ବି ଜାଣିପାରୁନଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)