Advertisment

Special Story: ସ୍ୟାଡ୍ ଷ୍ଟାଟସ୍ ରଖୁଥିଲେ, ହଠାତ୍‌ ଝୁଲି ପଡ଼ିଲେ ମହିଳା କନଷ୍ଟେବଳ

ସ୍ୟାଡ୍ ଷ୍ଟାଟସ୍ ରଖୁଥିଲେ । ଦୁଃଖଭରା ରିଲ୍ କରୁଥିଲେ । ଶେଷ ଚିଠି ଲେଖି ଝୁଲି ପଡ଼ିଲେ ମହିଳା କନଷ୍ଟେବଳ । ପ୍ରେମ ପାଇଁ ଜୀବନ ହାରିଦେଲେ କି ଲେଡି ପୋଲିସ୍ ?

author-image
Deviprasad Jena

'ମୋତେ କ୍ଷମା କରିବେ ସମସ୍ତେ । ଏଥିରେ କାହାର ଭୁଲ ନାହିଁ । ମୋ ଇଚ୍ଛାରେ ଏସବୁ କରୁଛି । ମୋ ଲାଇଫରେ ଯାହା ସବୁ ହେଉଛି ମୁଁ କିଛି ସହି ପାରୁନି ।' ଇଏ ଥିଲା ବାଲେଶ୍ୱର ପୋଲିସରେ କାର୍ଯ୍ୟରତ ମହିଳା କନଷ୍ଟେବଲ ଯଶୋଦା ଦାସଙ୍କ ଶେଷ ଚିଠି । ଏହାସହ ସେ ଦେଇଥିବା ହ୍ୱାଟସଆପ ଷ୍ଟାଟସ ଦେଖି ଲାଗୁଛି ମହିଳା ଜଣକ ଅତ୍ୟନ୍ତ ଚିନ୍ତାଗ୍ରସ୍ତ ଥିଲେ । ଆଉ ପୁଲିସ ବାରାକରେ ଜୀବନ ହାରିଦେଲେ । ଗତ କାଲି ରାତିରେ ବାରାକ ରୁମ ଭିତରୁ ମିଳିଥିଲା ତାଙ୍କ ଝୁଲନ୍ତା ମୃତଦେହ । ଆଉ ତାଙ୍କ ଡାଏରୀ ଭିତରୁ ମିଳିଥିଲା ଯୋଶୋଦାଙ୍କ ହାତଲେଖା ଶେଷ ଚିଠି । ସେପଟେ ଯଶୋଦା ଜଣେ ପୁଅକୁ ଭଲପାଉଥିଲେ। ଉକ୍ତ ଯୁବକ ମଧ୍ୟ ପୋଲିସ ବିଭାଗର ଚାକିରୀ କରୁଥିବା ଜଣା ପଡିଛି । ତେଣୁ ପ୍ରେମ ପାଇଁ ସେ ଜୀବନ ହାରିଥାଇ ପାରନ୍ତି ବୋଲି ସନ୍ଦେହ କରୁଛନ୍ତି ପରିବାର ଲୋକେ ।

Advertisment
Balasore Police Girl Suicide In Balasore
Advertisment
Advertisment