Advertisment

ସିନ୍ଦୂର ପୋଛିଲା, ସ୍ୱାମୀର ତଣ୍ଟି ଚିପି ମାରିଲା

ସ୍ୱାମୀ ପାଇଁ ନିଇତି ପିନ୍ଧୁଥିଲା ମଥାରେ ସିନ୍ଦୂର। ଆଉ ହାତରେ ନାଉଥିଲା ନାଲି ଶଙ୍ଖା। ସାତ ଜନମ ପାଇଁ ସାଥୀ କରିବାକୁ କଥା ବି ଦେଇଥିଲା। ଇହ କାଳ ପର କାଳର ଦେବତା ବୋଲି କହୁଥିଲା। ହେଲେ ଏବେ ପରପୁରୁଷ ପାଇଁ ତାକୁ ରାସ୍ତାରୁ ହଟାଇ ଦେଲା। ରାଗ ଆଗରେ କିଛି ଦେଖିଲାନି। ନିଜେ ନିଜ ହାତରେ ପୋଛିଦେଲା ମଥା ସିନ୍ଦୂର।

author-image
Manasranjan Mohanty