Advertisment

Wife Kills Husband: ୟୁଟ୍ୟୁବର ପ୍ରେମିକ ସହ ମିଶି ସ୍ୱାମୀକୁ ମାରିଲା ସ୍ତ୍ରୀ

ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଧରାପଡିବା ପରେ ସ୍ୱାମୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେଇଛି ସ୍ତ୍ରୀ । ନିଜ ହାତରେ ନିଜେ ପୋଛି ଦେଇଛି ମଥା ସିନ୍ଦୁର । ପ୍ରେମିକ ସହ ମିଶି ସାତ ଜନମ ପାଇଁ ସାଥୀ କରିଥିବା ସ୍ୱାମୀକୁ କରିଛି ହତ୍ୟା । ତିନି ଦିନ ପରେ ଡ୍ରେନ୍‌ରୁ ମିଳିଲା ସ୍ୱାମୀର ଗଳିତ ମୃତଦେହ ।

author-image
Namita Biswal

ପତିହନ୍ତା ସ୍ତ୍ରୀର ନାରକୀୟ କାଣ୍ଡ । ୟୁଟ୍ୟୁବର ପ୍ରେମିକ ସହ ମିଶି ସ୍ବାମୀର ତଣ୍ଟି କାଟିଲା । ମୃତଦେହକୁ ଅଖାରେ ପୂରାଇ ନାଳରେ ଫିଙ୍ଗି ଦେଲା । ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଧରାପଡିବା ପରେ ସ୍ୱାମୀକୁ ଏମିତି ସବୁଦିନ ପାଇଁ ରାସ୍ତାରୁ ହଟାଇଦେଇଛି ସ୍ତ୍ରୀ। ନିଜ ହାତରେ ନିଜେ ପୋଛି ଦେଇଛି ମଥା ସିନ୍ଦୁର । ପ୍ରେମିକ ସହ ମିଶି ସାତ ଜନମ ପାଇଁ ସାଥୀ କରିଥିବା ସ୍ୱାମୀକୁ କରିଛି ହତ୍ୟା । ହରିୟାଣାର ଭିୱାନି ଜିଲ୍ଲାରେ ଘଟିଛି ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ।   

Advertisment
Haryana Police Indian YouTuber Wife Killed Husband
Advertisment
Advertisment