ହନିମୁନ୍ ହରର୍, ବେୱଫା ‘ସୋନମ୍’
କିଲର ୱାଇଫ୍। ହନିମୁନ୍ ଟ୍ରିପରେ ବୟଫ୍ରେଣ୍ଡ ସହ ମିଶି ସୁପାରି କିଲର ଲଗାଇ ସ୍ବାମୀକୁ ମାରିଥିଲା ପତ୍ନୀ। ମେଘାଳୟରୁ ଦଂପତି ନିଖୋଜ ଘଟଣାରେ ଆଜି ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ। ଘଟଣାର ୧୭ ଦିନ ପରେ ପତ୍ନୀ ସୋନମ୍ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି। ଗୋଟିଏ ଖୁସିର ଆରମ୍ଭ କେମିତି ଦୁଃଖଦ ତଥା ରହସ୍ୟମୟ ହତ୍ୟାକାଣ୍ଡରେ ବଦଳିଗଲା, ଦେଖିବା ଇନ୍ଦୋର କେସର ଇନସାଇଡ୍ ଷ୍ଟୋରି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)