Advertisment

କାହିଁକି ଚୁପ ଅଚ୍ୟୁତ ସାମନ୍ତ ?

କାହିଁକି ଚୁପ୍_ଅଚ୍ୟୁତ_ସାମନ୍ତ ? ଶିକ୍ଷା ନାଁରେ କୋଟି କୋଟି ଟଙ୍କା ଲୁଟ। ତାସହ ଛାତ୍ର ଛାତ୍ରୀଙ୍କ ଉପରେ ଅତ୍ୟାଚାର। କିଛି ବର୍ଷରେ ୧୦ରୁ ୧୫ ଜଣଙ୍କ ଆତ୍ମହତ୍ୟା। କିଟ ପ୍ରତିଷ୍ଠାତା ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ଯୁବ କଂଗ୍ରେସ ।

author-image
Saroj Kumar Jena
ଅଦ୍ୟତନ ହୋଇଛି

#କାହିଁକି_ଚୁପ୍_ଅଚ୍ୟୁତ_ସାମନ୍ତ ?
ଶିକ୍ଷା ନାଁରେ କୋଟି କୋଟି ଟଙ୍କା ଲୁଟ। ତାସହ ଛାତ୍ର ଛାତ୍ରୀଙ୍କ ଉପରେ ଅତ୍ୟାଚାର। କିଛି ବର୍ଷରେ ୧୦ରୁ ୧୫ ଜଣଙ୍କ ଆତ୍ମହତ୍ୟା। କିଟ ପ୍ରତିଷ୍ଠାତା ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ଯୁବ କଂଗ୍ରେସ ।

Advertisment
KIIT
Advertisment
Advertisment