Advertisment

Vigilance Raids: ଭିଜିଲାନ୍ସ ଜାଲରେ କାଶୀପୁର ରେଞ୍ଜର୍ , ୧୦ ଜଣିଆ ଟିମ୍ କରୁଛି ଚଢାଉ

ଭିଜିଲାନ୍ସ ଜାଲରେ କାଶୀପୁର ରେଞ୍ଜର୍ । ରାୟଗଡ଼ା କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ କାଶୀପୁରସ୍ଥିତ ସରକାରୀ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ବାଲିଗୁଡ଼ାସ୍ଥିତ ପୈତୃକ ଘରେ ବି ଚାଲିଛି ଭିଜିଲାନ୍ସ ରେଡ୍। ଭିଜିଲାନ୍ସର ୧୦ ଜଣିଆ ଟିମ୍ ଚଢାଉ କରୁଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି ।..

author-image
Manasranjan Mohanty