Advertisment

ଚାକିରି କନିଷ୍ଠ ଯନ୍ତ୍ରୀ, କିନ୍ତୁ ସମ୍ପତ୍ତି ଅଚଳାଚ

ଭିଜିଲାନ୍ସ ଜାଲରେ ଇଞ୍ଜିନିୟର ସ୍ବାମୀ। ରେଡ୍ ବେଳେ ପତ୍ନୀଙ୍କ ରୋବାବ୍ ଦେଖି ତାଜୁବ୍ ତଦନ୍ତକାରୀ ଟିମ୍। ଖରିଆର ରୋଡ୍ ଡିଭିଜନର ଜେଇ ସୁଶାନ୍ତ ସେଠୀଙ୍କ ଘରେ ଚଢ଼ାଉ। ୮ଟି ସ୍ଥାନରେ ଚଢ଼ାଉରୁ କୋଠା, ୯ଟି ଦାମୀ ପ୍ଲଟ୍, ଫାର୍ମହାଉସ୍ ଠାବ

author-image
Santosh Kumar Sahoo

ଚାକିରି କନିଷ୍ଠ ଯନ୍ତ୍ରୀ । ହେଲେ ସମ୍ପତ୍ତି, ଅଚଳାଚଳ । ଭୁବନେଶ୍ୱରରେ ଦୁଇ ଦୁଇଟି ବହୁତଳ କୋଠା, 9ଟି ଦାମୀ ପ୍ଲଟ୍, ଫାର୍ମ ହାଉସ୍, 50 ଲକ୍ଷ ଟଙ୍କାର ବୀମା ଓ ବ୍ୟାଙ୍କ ବାଲାନ୍ସ ଏମିତି କେତେ କଣ । ଆୟବହିର୍ଭୁତ ସମ୍ପତ୍ତିଠୁଳ ଅଭିଯୋଗରେ ରେଡରୁ ନୂଆପଡ଼ା R&B କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ପାଖରୁ ଏମିତି ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ତେବେ ଭୁବନେଶ୍ବର ଘରେ ଚଢ଼ାଉ ବେଳେ ସୁଶାନ୍ତଙ୍କ ପତ୍ନୀଙ୍କ ରୋବାବ୍ ଦେଖି ତାଜୁବ୍ ତଦନ୍ତକାରୀ ଟିମ୍ । 

Advertisment
Vigilance Raid
Advertisment
Advertisment