Advertisment

ୟୁପି ପ୍ରୟାଗରାଜ ମଦ୍ରାସାରେ ଜାଲ୍ ନୋଟ୍ ରାକେଟ୍ ସହ ଦେଶଦ୍ରୋହୀ ମାମଲାରେ ଓଡ଼ିଶା ଲିଙ୍କ୍

ଓଡ଼ିଆ ମୌଲବୀ ସହ ଏହି ଗ୍ୟାଙ୍ଗ ଧରାପଡ଼ିବା ପରେ ୟୁପି ପୋଲିସର ଆଖି ଏବେ ଓଡ଼ିଶା ଉପରେ।...

author-image
Satyendu Shekher Mishra

ୟୁପି ପ୍ରୟାଗରାଜ ମଦ୍ରାସାରେ ଜାଲ୍ ନୋଟ୍ ରାକେଟ୍ ସହ ଦେଶଦ୍ରୋହୀ ମାମଲାରେ ଓଡ଼ିଶା ଲିଙ୍କ୍। ପ୍ରୟାଗରାଜରେ ଭଦ୍ରକ ଜିଲ୍ଲାର ଦୁଇ ଯୁବକଙ୍କ ସମେତ ୪ ଜଣଙ୍କୁ ଗିରଫ କରିବା ସହ ଆତଙ୍କୀ କାର୍ଯ୍ୟକଳାପର ଖୁଲାସା କରିଛି ୟୁପି ପୋଲିସ୍। ଲକ୍ଷ ଲକ୍ଷ ଜାଲ୍ ନୋଟ୍ ଛାପିବା ସହ RSS ବିରୋଧୀ ଅଭିଯାନ ଚଳାଉଥିଲେ ଏମାନେ। ଓଡ଼ିଆ ମୌଲବୀ ସହ ଏହି ଗ୍ୟାଙ୍ଗ ଧରାପଡ଼ିବା ପରେ ୟୁପି ପୋଲିସର ଆଖି ଏବେ ଓଡ଼ିଶା ଉପରେ।...

Advertisment
Advertisment
Advertisment