Minor Girl Chopped
ବିଭତ୍ସ, ବର୍ବର, ଅମାନୁଷିକ । ରାଉରକେଲା ବ୍ରାହ୍ମଣୀ ନଦୀରୁ ମିଳିଛି ସୁନ୍ଦରଗଡ଼ରୁ ନିଖୋଜ ଜଣେ ନାବାଳିକାର ଖଣ୍ଡ ବିଖଣ୍ଡିତ ମୃତଦେହ । ଗୋଟିଏ ସ୍ଥାନରେ କଟା ହାତ-ଗୋଡ଼, ଆଉ ଗୋଟିଏ ସ୍ଥାନରେ ବସ୍ତାରେ ବନ୍ଧା ମୃତଦେହ ଏବଂ କଟା ମୁଣ୍ଡ ମିଳିଛି । ଏକ ପକ୍ସୋ କେସରେ ଜେଲ୍ ଯାଇଥିବା ଅଭିଯୁକ୍ତ ହିଁ ଜାମିନରେ ଆସି ଏଭଳି ବର୍ବର କାଣ୍ଡ ଘଟାଇଥିବା ପୋଲିସ କହିଛି । ଉଭୟ ଝାରସୁଗୁଡ଼ା ଓ ରାଉରକେଲା ପୋଲିସ ଏହି ମାମଲାର ତଦନ୍ତ କରୁଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)