Prashant Jagdev
ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସାଂଘାତିକ ଜାଲିଆତି । ବାହୁବଳୀ MLA ପ୍ରଶାନ୍ତ ଜଗଦ୍ଦେବଙ୍କ ହିଟ୍ ଆଣ୍ଡ ରନ୍ ମାମଲାରେ ଥମୁନି ବିବାଦ । ସାମ୍ନାକୁ ଆସିଛି ଦୁର୍ଘଟଣା ଘଟାଇଥିବା ଗାଡ଼ିର ନମ୍ବର ଜାଲିଆତି ପ୍ରମାଣ । ଦୁର୍ଘଟଣା ପରେ ଯେଉଁ ଗାଡ଼ିର ନମ୍ବରକୁ ନେଇ ମାମଲା ରୁଜୁ ହୋଇଥିଲା, ସେହି ନମ୍ବରରେ ଥିବା ଅନ୍ୟ ଏକ ଗାଡ଼ି ମିଳିଛି ନୟାଗଡ଼ରୁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)