Advertisment

ଜମି ପାଇଁ ମାକୁ ମର୍ଡର

ସମ୍ପତ୍ତି ଲୋଭ ଆଗରେ ଫିକା ପଡ଼ିଲା ମା’ର ମମତା। ଜମିବାଡ଼ି ଲୋଭ ଆଗରେ ଯିଏ ଜନ୍ମ ଦେଇଛି ତା’ ସ୍ନହମମତା ତୁଚ୍ଛ ମନେହେଲା। ତେଣୁ ପୁଅ ଘଟାଇଲା ନୃଶଂସ କାଣ୍ଡ । ଶେଷରେ କିଛି ଜମି ପାଇଁ ୮୧ ବର୍ଷୀୟା ମା’ ତଣ୍ଟି ଚିପି ଦେଲା ପୁଅ।

author-image
Chinmayee Sahoo

Murder
Advertisment
Advertisment