Advertisment

Double Murder: ଜ୍ୱାଇଁ ମାଡ଼ି ବସି କାଟିଦେଲା ଶ୍ୱଶୁରର ତଣ୍ଟି

ମୋ ସ୍ତ୍ରୀକୁ ମୋତେ ଫେରାଇ ଦିଅ। ନହେଲେ କିଛି ଭଲ ହେବନି। ମୁଁ ମୋ ସ୍ତ୍ରୀ ନେବାକୁ ଆସିଛି। ମୁଁ ତା ବିନା ରହି ପାରିବିନି। ସ୍ତ୍ରୀ ସହ ଝଗଡ଼ା ତୁଟାଇବାକୁ ଶ୍ୱଶୁର ଘରକୁ ଯାଇ ନାରକୀୟ କାଣ୍ଡ ଘଟାଇଛି ଜ୍ୱାଇଁ। ପ୍ରଥମେ ଯୁକ୍ତିତର୍କ ତା’ପରେ ମରଣାନ୍ତକ ଆକ୍ରମଣ। ଶ୍ୱଶୁର ଘରେ ଜ୍ୱାଇଁ ପାଲଟିଗଲା ଜହ୍ଲାଦ। ଖେଳିଳା ରକ୍ତର ହୋଲି। ଆଗକୁ ଯିଏ ଆସିଲା ଛାଡ଼ିଲାନି। ଶ୍ୱଶୁରଙ୍କ ତଣ୍ଟି କାଟିଲା।

author-image
Manasranjan Mohanty

Lucknow Double Murder Murder
Advertisment
Advertisment