Senior Odisha Officers Under Scanner as Crores Seized in Vigilance Raids
ଭୁବନେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ଘରୁ ଟଙ୍କାର ପାହାଡ଼ ମିଳିବା ପରେ ଦୁର୍ନୀତିର ଚେର କେତେ ଗଭୀର ତାର ଆଉ ଏକ ନମୂନା ମିଳିଛି। ପୂର୍ବରୁ ଗଞ୍ଜାମର କ୍ଷୁଦ୍ର ଜଳସେଚନ ବିଭାଗର ସରକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରୁ ୩ କୋଟି ୪୧ ଲକ୍ଷ ଏବଂ ନବରଙ୍ଗପୁର ଜିଲ୍ଲାର ଅତିରିକ୍ତି ଜିଲ୍ଲାପାଳଙ୍କ ଘରୁ ୩ କୋଟି ୧୨ ଲକ୍ଷ ଜବତ ଘଟଣା ପୁଣି ତାଜା ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନିକଟରେ ହୋଇଥିବା ଭିଜିଲାନ୍ସ ରେଡ୍ ଭିତରୁ ୭-୭ଟି ଘଟଣାରେ କୋଟିଏରୁ ଅଧିକ ଲେଖାଏଁ କ୍ୟାସ୍ ଜବତ ହୋଇଛି। କେବଳ ୨୦୨୪ରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୫୦ ଜଣ କ୍ଲାସ ୱାନ୍ ଅଫିସରଙ୍କ ବିରୋଧରେ ରୁଜୁ ହୋଇଛି ମାମଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)