BMC ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ହତ୍ୟାକାଣ୍ଡ ପଛରେ କିଏ ଓ କାରଣ କ’ଣ ? ଫିଟୁଛି ଗୁମର। ଲିପିକା ନାୟକ ହେଉ ଅବା ରମା ନାୟକ। ରାଜଧାନୀର ଏହି ଦୁଇ ନିଶାରାଣୀ ନାଲି ନକ୍ସା ତିଆରି କରି, କହି କହି ଯେଭଳି ଦି’ଗଡ଼ କରିଦେଲେ ସହଦେବଙ୍କୁ, ତାକୁ ନେଇ ବଢ଼ିଛି ପୋଲିସ ଟେନସନ୍। କାରଣ ଅନ୍ୟ ୨ ସହଯୋଗୀଙ୍କୁ ଧରି ଲେଡି ଡନ୍ ରମା ଏବେ ଫେରାର୍।
Published By: Sujit kumar Swain
Last updated: 13 January 2025, 09:54 PM IST
ବାହାରକୁ ପାଣି ବୋତଲ ଫ୍ୟାକ୍ଟ୍ରି, ଭିତରେ ଦେଶୀ ମଦ ପ୍ୟାକେଜିଂ । ଦାରୁଠେଙ୍ଗରେ ଚାଲିଥିଲା ଦେଶୀ ଦାରୁ କାରଖାନା । ପ୍ୟାକିଂ ହେଉଥିଲା ୧୦୦ ମିଲି ବୋତଲ୍, ଦାମ୍ ଥିଲା ୪୦ ଟଙ୍କା ।