ପୂରା ଅସଲି ଭଳି ପ୍ୟାକିଂ, ଦେଖିବାକୁ ଠିକଠାକ୍। ହେଲେ ଖାଇବା ପରେ ପେଟକୁ ଯାଉଛି ହଳାହଳ ବିଷ। କାରଣ ଖାଦ୍ୟ ନାଁରେ ଟଙ୍କା ଦେଇ ଆମେ ଖାଉଥିବା ଖାଦ୍ୟ ପୁରା ନକଲି ଆଉ ଭେଜାଲ। ଗତକାଲି ରାଜଧାନୀର ଭୀମଟାଙ୍ଗୀ ଅଞ୍ଚଳରୁ ବିପୁଳ ପରିମାଣର ନକଲି ଟମାଟୋ ଓ ଚିଲି ସସ ଜବତ ପରେ ଫାଷ୍ଟଫୁଡରେ ବ୍ୟବହାର ହେଉଥିବା ଡୁପ୍ଲିକେଟ୍ ସସକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ସଚେତନ ଗ୍ରାହକ।
Published By: Satyendu Shekher Mishra
Last updated: 24 July 2024, 11:13 PM IST
କିଛିଦିନ ତଳେ ସାଗର ପଞ୍ଚାୟତରେ MGNREGA କାର୍ଯ୍ୟକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏନେଇ ସେ ମାନସିକ ଚିନ୍ତାରେ ଥିଲେ । ତେବେ ଏହି ଘଟଣାକୁ ନେଇ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ବୋଲି ପଡୋଶୀ ବିନୟ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।