Advertisment

ଜେଇ ସିଭିଲ ପ୍ରଶ୍ନପତ୍ର ଲିକ ମାମଲାରେ OSSCକୁ ଖସାଇବାକୁ ଉଦ୍ୟମ କରୁଛି କି ପୋଲିସ ?

ବିନା ତଦନ୍ତରେ ଓଏସ୍ଏସସିର ସଂପୃକ୍ତିକୁ ମନା କରିଦେବା ପୂରା ଘଟଣାରେ ପୋଲିସର ବଡ଼ ଅଭିସନ୍ଧିକୁ ଇଙ୍ଗିତ କରୁଥିବାର ଅଭିଯୋଗ ଉଠିଛି।

author-image
Satyendu Shekher Mishra

ଜେଇ ସିଭିଲ ପ୍ରଶ୍ନପତ୍ର ଲିକ ମାମଲାରେ OSSCକୁ ଖସାଇବାକୁ ଉଦ୍ୟମ କରୁଛି କି ପୋଲିସ। କାରଣ ତଦନ୍ତର ପୂରା ପ୍ରକରଣକୁ ଦେଖି ପୋଲିସ ଉପରେ ଉଠିଛି ଏମିିତି ସଂଗୀନ ଆରୋପ। ଅଭିଯୋଗ କରି ପରୀକ୍ଷାର୍ଥୀ କହିଛନ୍ତି, ପୋଲିସ ପ୍ରଥମେ 15 ତାରିଖରୁ ପ୍ରଶ୍ନପତ୍ର ଲିକ୍ ଧରି ତାକୁ ୨୩ ତାରିଖ ଯାଏଁ ଚାପି ରଖିଲା। ଆଉ ତାପରେ ବିନା ତଦନ୍ତରେ ଓଏସ୍ଏସସିର ସଂପୃକ୍ତିକୁ ମନା କରିଦେବା ପୂରା ଘଟଣାରେ ପୋଲିସର ବଡ଼ ଅଭିସନ୍ଧିକୁ ଇଙ୍ଗିତ କରୁଥିବାର ଅଭିଯୋଗ ଉଠିଛି।

Advertisment
Fraud OSSC
Advertisment
Advertisment