Advertisment

ଯୌତୁକ ଲୋଭରେ ୫ ମାସର ଗର୍ଭବତୀଙ୍କୁ ହତ୍ୟା !

ବାପ ଘରେ ଭଲ ଝିଅଟେ ଥିଲି... ବାପା-ବୋଉ, ଭାଇଙ୍କ ଖୁବ୍‌ ଗେହ୍ଲା ଥିଲି । ହେଲେ ଶାଶୁଘରେ ନା ଭଲ ବୋହୂ ହୋଇପାରିଲି । ନା ସ୍ୱାମୀଙ୍କ ପାଇଁ ଭଲ ସ୍ତ୍ରୀ ଟେ । କାହିଁକି ଜାଣିନି... କି ମୋ କର୍ତ୍ତବ୍ୟରେ କେବେ ହେଳା କରିନି । ସବୁ ଦୁଃଖ କଷ୍ଟକୁ ଛାତି ଭିତରେ ଚାପି ରଖି ସୁନାର ସଂସାର କରିବାକୁ ବହୁତ ଚେଷ୍ଟା କଲି । କିନ୍ତୁ...

author-image
Namita Biswal

ଯୌତୁକ ଜୁଇରେ  ଜଳିଗଲେ ଆଉ ଜଣେ ଦୁହିତା । ଯୌତୁକ ଲୋଭରେ ଗର୍ଭବତୀ ବଧୁଙ୍କୁ ହତ୍ୟା କରାଯାଇଥିବା ଭଳି ସଂଗୀନ ଅଭିଯୋଗ ଆସିଛିି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାରଡ଼ାଙ୍ଗ ପଞ୍ଚାୟତ ବଡ଼ମଠ ଗ୍ରାମରୁ । ଏଠାରେ ଜଣେ ୫ ମାସର ଗର୍ଭବତୀଙ୍କୁ ଯୌତୁକ ପାଇଁ ଶାଶୂଘର ଲୋକ ନିର୍ଯାତନା ଦେବା ସହ ହତ୍ୟା କରିଥିବା ଅଭିଯୋଗ ହୋଇଛି । 

Advertisment
Kendrapara Murder Over Dowry Dowry Death
Advertisment
Advertisment