Patrapada Tragedy
ଭୁବନେଶ୍ବର ପାତ୍ରପଡ଼ାର ଗତକାଲି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟାଇଥିବା କିଲର୍ ଥାର୍। ଏହାରି ମୁହଁରେ ଯାଇଛି କୁନି ଝିଅଟିର ଜୀବନ। ମାମୁଁଘରୁ ରାକ୍ଷୀ ବାନ୍ଧି ଫେରୁଥିବାବେଳେ ଦୁଇଟି କାର୍ ନିଜ ନିଜ ଭିତରେ ରେସିଂ କରି ଯାଉଥିବାବେଳେ ଧକ୍କା ଦେବାରୁ ଝିଅଟିର ମୃତ୍ୟୁ ଘଟିଥିବାବେଳେ ମାଆ ଓ ପୁଅ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ଆଜି ପ୍ରତିବାଦ କରିବା ସହ ଦୋଷୀକୁ ଧରି କଡ଼ା ଦଣ୍ଡ ଦେବାକୁ ଦାବି କରିଛନ୍ତି ପୀଡ଼ିତ ପରିବାର ଓ ସ୍ଥାନୀୟ ଲୋକେ। ଏହାସହ ସେହି ସ୍ଥାନରେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)