Online Games Ruin Lives: Youths Attempt to Kill Self, Gambling Nexus Exposed
ସବୁ ସାରିଦେଲା ଅନଲାଇନ୍ ଗେମ୍। ପାଖରେ ଥିବା ସବୁ ଟଙ୍କା ଖାଲି ହୋଇଗଲା, ଋଣ ଟଙ୍କା ବି ଖାଇଗଲା। ଆଖି ସାମ୍ନାରେ ଜୀବନ ହାରିବା ଛଡ଼ା କିଛି ବାଟ ଦେଖାଗଲାନି। ଅନଲାଇନ୍ ଗେମରେ ତଳିତଳାନ୍ତ ହୋଇ ଶେଷରେ ହାତ ଓ ବେକ କାଟି ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି ଜଳେଶ୍ବରର ଜଣେ ଯୁବକ। ସେପଟେ ବଲାଙ୍ଗୀରରେ ଅନଲାଇନ୍ ଜୁଆର ମାଷ୍ଟରମାଇଣ୍ଡ ଲକ୍ଷେଶ୍ବର ମଲ୍ଲିକଙ୍କୁ ଧରିବା ପରେ ପୋଲିସ ସଟ୍ଟାବାଜ୍ ହିତେଶ ଜୈନକୁ ଧରିବାକୁ ଜାଲ ବିଛାଇଛି। ବିଶେଷଜ୍ଞ କହିଛନ୍ତି, ଅନଲାଇନ ଗେମରେ ଆସିବ କମ୍, ଯିବ ଅଧିକ, ତେଣୁ ସାବଧାନ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)