ଡାକ୍ତର ହୋଇ ବି ମୁଁ ବୋକା
ଡାକ୍ତର ବାବୁଙ୍କୁ ଚୂନ ମାରିଦେଲେ ଅଦୃଶ୍ୟ ଲୁଟେରା। ସାହାଯ୍ୟ କରିବା ପଡିଗଲା ମହଙ୍ଗା। ଆକାଉଣ୍ଟରୁ ଖାଲି ହୋଇଗଲା ୭୫ ହଜାର। ଏବେ ନିଜକୁ ବୋକା କହି କାନମୁଣ୍ଡା ଆଉଁସୁଛନ୍ତି ଡାକ୍ତର ବାବୁ । ହଁ ଦର୍ଶକବନ୍ଧୁ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ଏ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ଯେଉଁଠି ସାଇବର ଠକର ମାୟାଜାଲରେ ଛନ୍ଦି ହୋଇଯାଇଛନ୍ତି ଡାକ୍ତର ଶ୍ରୀମାଧବ ସେଠୀ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)