Murder for one sided love
"ତୁ ସିନା ମୋ ହାତରେ ରାଖୀ ବାନ୍ଧୁଥିଲୁ। ହେଲେ ମୁଁ ତୋ ପାଇଁ ପାଗଳ ଥିଲି। ଦିନ ରାତି ତୋ କଥା ଭାବୁଥିଲି। ତୋତେ ନେଇ ସଂସାର କରିବାକୁ କେତେ ସ୍ବପ୍ନ ଦେଖିଥିଲି। ସାତ ଜନ୍ମର ସାଥୀ କରିବାକୁ ଭାବିଥିଲି। ହେଲେ ତୁ ନିଜେ ସେଥିରେ ବାଧ ସାଜିଲୁ। ମୋତେ ବିବାହ କରିବାକୁ ମନା କଲୁ। ମୋ ପ୍ରେମକୁ ଆଡେଇ ଦେଲୁ।" ଏକ ତରଫା ପ୍ରେମ କରୁଥିବା ଜଣେ ପ୍ରେମିକ ମନରେ ଚାଲିଥିଲା ଏସବୁ କଥା। ଆଉ ଯେତେବେଳେ ବାହା ହେବାକୁ ପ୍ରେମିକା ମନା କରିଦେଲା ତାକୁ ନୃଶଂସଭାବେ ହତ୍ୟା କଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)