Advertisment

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଟଙ୍କାର ପାହାଡ଼

ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଟଙ୍କାର ପାହାଡ଼। ଚାକିରି କାଳରେ କମାଇଛନ୍ତି ଆଖି ତରାଟିବା ଭଳି ସମ୍ପତ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରୁ ଭିିଜିଲାନ୍ସ ଠାବ କରିଛି ଅଢେଇ କୋଟିରୁ ଅଧକ ନଗଦ କ୍ୟାସ ସହ ଅଚଳାଚଳ ସମ୍ପତ୍ତିର ସୂଚନା। ଆଉ ରିଟାୟାର୍ଡ ପୂର୍ବରୁ ରିଟାୟାର୍ଡ ହଟ୍ ହୋଇଛନ୍ତି ବୈକୁଣ୍ଠ।

author-image
Sujit kumar Swain

Odisha Vigilance
Advertisment
Advertisment