Advertisment

କଲି ଆର୍ଥିକ ଅନଗ୍ରସର ସାର୍ଟିଫିକେଟ୍ ଦେଇ ହାତେଇଛନ୍ତି ଆଇଏଏସ ଚାକିରି

ନକଲି ଆର୍ଥିକ ଅନଗ୍ରସର ସାର୍ଟିଫିକେଟ୍ ଦେଇ ହାତେଇଛନ୍ତି ଆଇଏଏସ ଚାକିରି। ତାଲିକାରେ ରହିଛି ଓଡ଼ିଶା କ୍ୟାଡର ଜଣେ ଆଇଏଏସଙ୍କ ନାଁ । କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଚିଠି ଲେଖିଛି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ବା ଡିଓପିଟି। ତେବେ କିଏ ସେହି ଆଇଏଏସ ବାବୁ। ଏବେ ସେ କେଉଁଠି କାର୍ଯ୍ୟରତ। ତାଙ୍କ ଉପରେ ହୋଇପାରେ କି ଆକ୍ସନ୍।

author-image
Sujit kumar Swain

Odisha IAS Officer
Advertisment
Advertisment