Advertisment

ପୀଡ଼ିତାଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ମଣ୍ଡଳୀ

ପୀଡ଼ିତାଙ୍କୁ_ଭେଟିଲା_କଂଗ୍ରେସ_ପ୍ରତିନିଧି_ମଣ୍ଡଳୀ ପିପିିଲି ଥାନା ଖେଲାଉର ଛକ ନିକଟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ପିପିଲି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଆଜି ପୀଡ଼ାତାଙ୍କ ନିକଟରେ ରାଜ୍ୟ କଂଗ୍ରେସର ଏକ ପ୍ରତିନିଧି ଦଳ ପହଂଚି ପୀଡ଼ିତା ଙ୍କ ମା’ ଙ୍କୁ ସାକ୍ଷାତ କରି ସମବେଦନା ଜଣାଇବା ସହିତ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ।

author-image
Saroj Kumar Jena

ପୀଡ଼ିତାଙ୍କୁ_ଭେଟିଲା_କଂଗ୍ରେସ_ପ୍ରତିନିଧି_ମଣ୍ଡଳୀ
ପିପିିଲି ଥାନା ଖେଲାଉର ଛକ ନିକଟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ପିପିଲି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଆଜି ପୀଡ଼ାତାଙ୍କ ନିକଟରେ ରାଜ୍ୟ କଂଗ୍ରେସର ଏକ ପ୍ରତିନିଧି ଦଳ ପହଂଚି ପୀଡ଼ିତା ଙ୍କ ମା’ ଙ୍କୁ ସାକ୍ଷାତ କରି ସମବେଦନା ଜଣାଇବା ସହିତ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ।

Advertisment
Advertisment
Advertisment