Advertisment

ସ୍ତ୍ରୀକୁ ଟର୍ଚର ! ମୋର ଦରକାର ନୋରାଙ୍କ ଫିଗର

ବଲିଉଡ ଅଭିନେତ୍ରୀ ନୋର ପାଇଁ ପାଗଳ ହୋଇଗଲା ସ୍ୱାମୀ। ନୋରାଙ୍କ ଫିଗର ଓ ଅଣ୍ଟା ଦେଖି ହୋଇଗଲା ଦିୱାନା। କ୍ରେଜ ଏତେ ବଢ଼ିଗଲା ଯେ, ସ୍ତ୍ରୀକୁ କହିଲା ନୋରଙ୍କ ଭଳି ଫିଗର କର। ନଚେତ ଛାଡିଦେ ଘର। ଖାଲି ସେତିକି ନୁହେଁ ଖାଇବା ପିଇବା ବନ୍ଦ କରିଦେଲା।

author-image
Manasranjan Mohanty