Advertisment

ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଖୋଳତାଡ଼ କରିବ NHRC

ଭୁବନେଶ୍ବରରେ ପହଞ୍ଚିଲା NHRC ଟିମ୍। କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଖୋଳତାଡ଼ କରିବ ଜାତୀୟ ମାନବାଧିକାର କମିଶନ । ଛାତ୍ରୀ ମୃତ୍ୟୁ ସହ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗର ବି ଖୋଳତାଡ଼ ହେବ ।

author-image
Saroj Kumar Jena

ଭୁବନେଶ୍ବରରେ ପହଞ୍ଚିଲା NHRC ଟିମ୍। କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଖୋଳତାଡ଼ କରିବ ଜାତୀୟ ମାନବାଧିକାର କମିଶନ   । ଛାତ୍ରୀ ମୃତ୍ୟୁ ସହ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗର ବି ଖୋଳତାଡ଼ ହେବ ।

Advertisment
Girl Suicide KIIT KIIT University
Advertisment
Advertisment